ଭୁବନେଶ୍ୱର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଛି ଯାହା ଫଳରେ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ଓଡ଼ିଶାର ୬ ଟି ଜିଲ୍ଲା କୁ ୟେଲ ୱର୍ଣିଙ୍ଗ ଜାରି କରା ଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼,କେଉଁଝର, ମୟୁରଭଞ୍ଜ, ଭଦ୍ରକ,ବାଲେଶ୍ଵର, ଯାଜପୁର। ଏହି ଜିଲ୍ଲା ଗୁଡିକରେ ଘଡ ଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଓଡ଼ଶା ପାଣିପାଗ ବିଭାଗ ସୂଚନା ଦେଇଛି।
Subscribe to:
Post Comments (Atom)
ନାଗପୁର ଦଙ୍ଗା ପାଇଁ ଛାବା ଫିଲ୍ମ କୁ ଦାୟୀ କଲେ ମୌଲାନା
ଭୁବନେଶ୍ୱର :- ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଠାରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ମୁଖ୍ୟ ରୂପରେ ବୋଲିଉଡ଼ ଫିଲ୍ମ "ଛାବା" ହିଁ ଦାୟୀ...
-
(Yyoursports.blogspot.com) Royal challenger Bangalore:- RCB Retain Virat kohli, Maxwell and Siraj.Surprisingly There are no Paddikal . Mumba...
-
𝚃𝚘𝚔𝚢𝚘 (𝚢𝚢𝚘𝚞𝚛𝚜𝚙𝚘𝚛𝚝𝚜.𝚋𝚕𝚘𝚐𝚜𝚙𝚘𝚝.𝚌𝚘𝚖) :- 𝙼𝚊𝚛𝚢 𝚔𝚘𝚖 𝚝𝚑𝚎 𝚏𝚊𝚌𝚎 𝚘𝚏 𝙸𝚗𝚍𝚒𝚊 𝚊𝚝 𝚝𝚑𝚎 𝚘𝚗𝚐𝚘𝚒𝚗𝚐 ...
-
ଏଜଵାଷ୍ଟନ【yyours sports】: ଏଠାରେ ଚାଲିଥିବା ଇଂଲଣ୍ଡ ଓ ନିଉଜ଼ୀଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଁଚିଛି ।ତୃତୀୟ ଦିନର ଖେଳ ସମାପ୍ତ ସୁଦ୍ଧା ...

Ame satark rahiba
ReplyDelete👍👍
ReplyDelete❤
ReplyDeleteOkk
ReplyDelete