Friday, March 21, 2025

ନାଗପୁର ଦଙ୍ଗା ପାଇଁ ଛାବା ଫିଲ୍ମ କୁ ଦାୟୀ କଲେ ମୌଲାନା

 ଭୁବନେଶ୍ୱର :- ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଠାରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ମୁଖ୍ୟ ରୂପରେ ବୋଲିଉଡ଼ ଫିଲ୍ମ "ଛାବା" ହିଁ ଦାୟୀ ବୋଲି ଯୁକ୍ତି ବାଢିଛନ୍ତି ମୌଲାନା ସାହାବୁଦ୍ଦିନ ରିଜବି  |



                   ମୌଲାନା ଙ୍କ କହିବା ଅନୁଯାୟୀ ଫିଲ୍ମ "ଛାବା" ରେ ମୋଗଲ ବାଦଶା ଔରାଙ୍ଗଜେବ ଙ୍କୁ ଏକ କ୍ରୁର ତଥା ହିନ୍ଦୁ ବିରୋଧୀ ତାନଶା ମହାରାଜ ଭାବେ ଚିତ୍ରଣ କରାଯାଇ ଭାରତୀୟ ହିନ୍ଦୁ ଯୁବ ଗୋଷ୍ଠୀଙ୍କୁ ଏକ ନିର୍ଦିଷ୍ଟ ଗୋଷ୍ଠୀ ବିରୋଧ ରେ ଉଷୁକା ଯାଉଥିବା ଅଭିଯୋଗ କରିବା ସହ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଏଭଳି ଫିଲ୍ମ କୁ ତୁରନ୍ତ ବ୍ୟାନ କରିବା ସହ ଫିଲ୍ମ ର ପ୍ରଯୋଜକ, ନିର୍ଦେଶକ ତଥା ଅଭିନେତା ଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଉଚିତ l 

                                      
                                       ସାହାବୁଦ୍ଦିନ ରିଜବି 

              ସଚନା ଥାଉ କି ଗତ ମାର୍ଚ୍ଚ ୧୭ ତାରିଖ ରେ କୌଣସି କାରଣ ରୁ ନାଗପୁର ଠାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି,ଉକ୍ତ ଦଙ୍ଗାରେ ୩୩ ଜଣ ପୋଲିସ ଆହତ ହେବାର ସୂଚନା ମିଳିଛି |

No comments:

Post a Comment

ନାଗପୁର ଦଙ୍ଗା ପାଇଁ ଛାବା ଫିଲ୍ମ କୁ ଦାୟୀ କଲେ ମୌଲାନା

 ଭୁବନେଶ୍ୱର :- ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଠାରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ମୁଖ୍ୟ ରୂପରେ ବୋଲିଉଡ଼ ଫିଲ୍ମ "ଛାବା" ହିଁ ଦାୟୀ...