uefa euro- updates
【 yyour sports】: ଚଳିତ ବର୍ଷ ଜାରି ରହିଥିବା ୟୁରୋ-୨୦୨୦ ର କିଛି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏମିତି ଏକ ଘଟଣା କ୍ରମରେ ପର୍ତ୍ତୃଗାଲ ଓ ହଙ୍ଗେରୀ ମଧ୍ୟ ରେ ଥିବା ମ୍ୟାଚ ପରର ସାମ୍ବାଦିକ ସମିଳନୀରେ ପର୍ତ୍ତୃଗାଲ ଅଧିିିନାୟକ ଖ୍ରୀଷ୍ଟିଆନ ରୋନାଲଡୋ ସମ୍ମୁଖରେ ଥିବା ମୃଦୁ ପାନୀୟ କୋକ ବୋତଲ ଗୁଡିକୁ ହଟେଇ ଦେଇ ପାଣି ପିଇବା କୁ ଜୋର ଦେଇଥିଲେ, ଯେଉଁଥି ପାଇଁ ସେଇ କିଛି ସମୟ ପାଇଁ କକା କଲା କମ୍ପାନୀର ପ୍ରାୟ ୨୯୩୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜଣାପଡିଛି।
ଠିକ ସେହିପରି ଫ୍ରାନ୍ସ-ଜର୍ମାନୀ ମ୍ୟାଚ ପରେ ଫ୍ରାନ୍ସ ଦଳ ର ପଲ ପୋଗବା ମଧ୍ୟ ନିଜର ସାମ୍ବାଦିକ ସମିଳନୀରେ,ସମ୍ମୁଖରେ ଥିବା ହେଇନକେନ ବିଅର ବୋତଲ ଗୁଡ଼ିକୁ ହଟେଇ ଦେଇଥିଲେ,ତ ଏଥି ପାଇଁ ଉକ୍ତ କମ୍ପାନୀ ର କ୍ଷୟ କ୍ଷତି ବିଷୟରେ ଜଣା ପଡିନାହିଁ।



No comments:
Post a Comment