Thursday, July 29, 2021

𝚃𝚘𝚔𝚢𝚘 𝙾𝚕𝚢𝚖𝚙𝚒𝚌𝚜 2020: 𝙽𝚊𝚝𝚒𝚘𝚗 𝚜𝚑𝚘𝚌𝚔𝚎𝚍 𝚊𝚏𝚝𝚎𝚛 𝚎𝚡𝚒𝚜𝚝𝚒𝚗𝚐 𝚘𝚏 M𝚊𝚛𝚢 K𝚘𝚖. .


 𝚃𝚘𝚔𝚢𝚘 (𝚢𝚢𝚘𝚞𝚛𝚜𝚙𝚘𝚛𝚝𝚜.𝚋𝚕𝚘𝚐𝚜𝚙𝚘𝚝.𝚌𝚘𝚖) :- 𝙼𝚊𝚛𝚢 𝚔𝚘𝚖 𝚝𝚑𝚎 𝚏𝚊𝚌𝚎 𝚘𝚏 𝙸𝚗𝚍𝚒𝚊 𝚊𝚝 𝚝𝚑𝚎 𝚘𝚗𝚐𝚘𝚒𝚗𝚐 𝚃𝚘𝚔𝚢𝚘 𝙾𝚕𝚢𝚖𝚙𝚒𝚌𝚜 𝚊𝚗𝚍 𝚠𝚘𝚛𝚕𝚍𝚜 𝚗𝚞𝚖𝚋𝚎𝚛 𝚘𝚗𝚎 𝚋𝚘𝚡𝚎𝚛 𝚎𝚡𝚒𝚝𝚎𝚍 𝚏𝚛𝚘𝚖 𝚝𝚑𝚎 𝙾𝚕𝚢𝚖𝚙𝚒𝚌 2020 𝚘𝚗 𝚃𝚑𝚞𝚛𝚜𝚍𝚊𝚢 𝚊𝚏𝚝𝚎𝚛 𝚊 𝚜𝚑𝚘𝚌𝚔𝚒𝚗𝚐 𝚍𝚎𝚏𝚎𝚊𝚝 𝚏𝚛𝚘𝚖 𝚑𝚎𝚛 𝙲𝚘𝚕𝚘𝚖𝚋𝚒𝚊𝚗 𝚘𝚙𝚙𝚘𝚗𝚎𝚗𝚝 𝙸𝚗𝚐𝚛𝚒𝚝 𝚅𝚊𝚕𝚎𝚗𝚌𝚒𝚊. 

𝚅𝚊𝚕𝚎𝚗𝚌𝚒𝚊 𝚠𝚘𝚗 𝚋𝚘𝚞𝚝 3-2.

𝙷𝚘𝚠𝚎𝚟𝚎𝚛, 𝙼𝚊𝚛𝚢 𝙺𝚘𝚖 𝚝𝚑𝚘𝚞𝚐𝚑𝚝 𝚜𝚑𝚎 𝚑𝚊𝚍 𝚠𝚘𝚗 𝚜𝚒𝚗𝚌𝚎 𝚝𝚑𝚎 𝚊𝚌𝚎 𝚋𝚘𝚡𝚎𝚛 𝚑𝚊𝚍 𝚌𝚕𝚒𝚗𝚌𝚑𝚎𝚍 𝚝𝚠𝚘 𝚛𝚘𝚞𝚗𝚍𝚜 𝚊𝚏𝚝𝚎𝚛 𝚐𝚘𝚒𝚗𝚐 𝚍𝚘𝚠𝚗 𝚒𝚗 𝚝𝚑𝚎 𝚏𝚒𝚛𝚜𝚝 𝚎𝚜𝚜𝚊𝚢. 

𝙸 𝚝𝚑𝚘𝚞𝚐𝚑𝚝 𝙸 𝚑𝚊𝚟𝚎 𝚠𝚘𝚗 𝚋𝚞𝚝 𝚊𝚏𝚝𝚎𝚛 𝚜𝚘𝚖𝚎 𝚝𝚒𝚖𝚎 𝙸 𝚜𝚊𝚠 𝙺𝚒𝚛𝚊𝚗 𝚁𝚒𝚓𝚒𝚓𝚞'𝚜 𝚝𝚠𝚎𝚎𝚝(𝚋𝚢 𝚔𝚗𝚘𝚠 𝚊𝚋𝚘𝚞𝚝 𝚕𝚘𝚜𝚜 𝚝𝚑𝚎 𝚖𝚊𝚝𝚌𝚑) , 𝙸 𝚠𝚊𝚜 𝚜𝚑𝚘𝚌𝚔𝚎𝚍 𝚊𝚗𝚍 𝚞𝚙𝚜𝚎𝚝 𝚊𝚝 𝚝𝚑𝚎 𝚜𝚊𝚖𝚎 𝚝𝚒𝚖𝚎. 𝙼𝚊𝚛𝚢 𝙺𝚘𝚖 𝚜𝚊𝚒𝚍 𝚝𝚘 𝚛𝚎𝚙𝚘𝚛𝚝𝚎𝚛𝚜 𝚊𝚏𝚝𝚎𝚛 𝚝𝚑𝚎 𝚖𝚊𝚝𝚌𝚑. 

𝙱𝚞𝚝, 𝚄𝚗𝚒𝚘𝚗  𝚘𝚏 𝚕𝚊𝚠 𝚊𝚗𝚍 𝚓𝚞𝚜𝚝𝚒𝚌𝚎 𝙺𝚒𝚛𝚎𝚗 𝚁𝚒𝚓𝚒𝚓𝚞 𝚜𝚊𝚒𝚍 𝚝𝚑𝚊𝚝 𝙼𝚊𝚛𝚢 𝚔𝚘𝚖 𝚠𝚊𝚜 𝚝𝚑𝚎 𝚌𝚕𝚎𝚊𝚛 𝚠𝚒𝚗𝚗𝚎𝚛 𝚋𝚞𝚝 𝚓𝚞𝚍𝚐𝚎𝚜 𝚑𝚊𝚍 𝚝𝚑𝚎𝚒𝚛 𝚘𝚠𝚗 𝚌𝚊𝚕𝚌𝚞𝚕𝚊𝚝𝚒𝚘𝚗𝚜. 

𝙷𝚘𝚠𝚎𝚟𝚎𝚛, 𝚝𝚑𝚎 𝚑𝚎𝚊𝚛𝚝 𝚘𝚏 𝚝𝚑𝚎 𝚗𝚊𝚝𝚒𝚘𝚗 𝚋𝚛𝚘𝚔𝚎 𝚏𝚛𝚘𝚖 𝚝𝚑𝚒𝚜 𝚗𝚎𝚠𝚜 𝚋𝚎𝚌𝚊𝚞𝚜𝚎 𝚜𝚑𝚎 𝚠𝚊𝚜 𝚘𝚗𝚎 𝚘𝚏 𝚝𝚑𝚎 𝚖𝚘𝚜𝚝 𝚏𝚊𝚟𝚘𝚞𝚛𝚒𝚝𝚎 𝚙𝚕𝚊𝚢𝚎𝚛 𝚝𝚘 𝚠𝚒𝚗 𝚝𝚑𝚎 𝚖𝚎𝚍𝚊𝚕 𝚏𝚘𝚛 𝙸𝚗𝚍𝚒𝚊. 

𝚃𝙾𝙺𝚈𝙾 𝙾𝙻𝚈𝙼𝙿𝙸𝙲 2020 𝚄𝙿𝙳𝙰𝚃𝙴



Sunday, July 4, 2021

ଶିଘ୍ର ସୁସ୍ଥ ହୁଅ ଶକ୍ତି ମିଶ୍ର

 
ଭୁବନେଶ୍ୱର: ଏବେବି ଦେହ ମନ କୁ ଶିହରଣ ଖେଳେଇ ଦେଉଥିବା ସେହି ୯୦ ଦଶକର ଓଡ଼ିଆ ଏଭର ଗ୍ରୀନ ଗୀତ "ଏ ସମିତା,ମୋର ଭୂଗୋଳ ରେ ଭଲ ହେଉଥିଲା, ବୟସ ରାଜପଥରେ,ତୋର ଲମ୍ବା ବେଣି,ନୀଳ ନୟନା ଇତ୍ୟାଦି ଗୀତର ସୁପ୍ରସିଦ୍ଧ ତଥା ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ଶକ୍ତିମିଶ୍ର ଗତ କିଛିଦିନ ହେବ ହାର୍ଟ, କିଡନୀ ତଥା ଲିଭର ଜନିତ ସମସ୍ୟାରେ ଅସୁସ୍ଥ ହେଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ସ୍ୟାସ୍ଥ ରେ ଉନ୍ନତି ନ ହେବାରୁ ସିଏ ଏବେ ଆଇ.ସି.ୟୁ ରେ ଭର୍ତି ହେଇଛନ୍ତି।

ତାଙ୍କ ସମୟର ସେ ଜଣେ କଣ୍ଠ ର ଯାଦୁଗର କହିଲେ ଅତୁକ୍ତି ହେବ ନାହିଁ,ସେ କେବଳ ଆଲବମ ଜଗତ କିମ୍ବା ଫିଲ୍ମ ଜଗତ ରେ ସୀମିତ ନ ଥିଲେ,ବିଭିନ୍ନ ଅର୍କେଷ୍ଟ୍ରା ପାର୍ଟି ତଥା ଯାତ୍ରା ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଉ ଥିଲେ। 

ଆଜି ତାଙ୍କର ଏପରି ଦୁସମୟରେ ସମସ୍ତ ସଙ୍ଗୀତ ପ୍ରେମୀ ତାଙ୍କ ସହ ରହିବା ସହ ,ସେ ଯଥା ଶୀଘ୍ର ସୁସ୍ଥ ହୋଇ ଆମ ଗହଣ କୁ ଫେରି ଆସନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରୁଛୁ।

ଏହି ୭ ଟି ଜିଲ୍ଲା ରେ ଘଡଘଡି ସହ ପ୍ରବଳ ବର୍ଷିବ

 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି।ଏହି ସବୁ ସ୍ଥାନ ଗୁଡିକ ମଧ୍ୟରୁ ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷିବାର ଅନୁମାନ କରାଯାଉଛି।

ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର,ଗଂଜାମ, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଏହି ୭ ଟି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ୟଲ ଉଆର୍ନିଂ ଜାରି କରାଯାଇଛି

ଏହି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସମସ୍ତ ବିପଦ ପ୍ରତି ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି।

Friday, June 25, 2021

କୋରନା ପାଇଁ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ହେଲା ରେକର୍ଡ


ଭୁବନେଶ୍ୱର:ହଁ ଆଜ୍ଞା,ଯାହା ପୂର୍ବରୁ କେବେ ହୋଇ ନ ଥିଲା ,ତାହା ଏ ବର୍ଷ ସମ୍ଭବ ହୋଇପାରିଛି, ମୋଟା ମୋଟି ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଗୋଟେ ରେକର୍ଡ଼ ପ୍ରତିଷ୍ଠା ହୋଇଛି। ୨୦୨୦-୨୧ ଶିକ୍ଷା ବର୍ଷ ର ମାଟ୍ରିକ ରେଜଲ୍ଟ ଆଜି ବାହାରିଛି। ଏ ବର୍ଷ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ କରିଛନ୍ତି, ଅର୍ଥାତ ଏ ବର୍ଷ ର ପାସ ହାର ରହିଛି ୯୭.୮୯ %। ପୂର୍ବରୁ କେବେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ପାସ କରିନଥିଲେ,ତେଣୁ ଏହା ବୋର୍ଡ଼ ଇତିହାସ ର ଏକ ଅଦ୍ଭୂତପୂର୍ବ ସଫଳତା ଅଟେ। ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବିନା ପରୀକ୍ଷାରେ ପାସ କରିଥିବାରୁ ବହୁତ ଶିକ୍ଷାର୍ଥୀ ଖୁସି ଥିବା ବେଳେ କିଛି ନିଜର ପରୀକ୍ଷା ଫଳ କୁ ନେଇ ଅସନ୍ତୁଷ୍ଟ ଥିବା ଅଭିଯୋଗ ଆସିଛି।

Monday, June 21, 2021

ସୁପ୍ରଭାତ ଓଡ଼ିଶା,ଫଟା ଫଟ ଦେଖନ୍ତୁ ସକାଳ ର ତାଜା ଖବର



୩) ରାଜ୍ୟ ରେ ଶତକ ମାରିଲା ଡିଜେଲ: ରାଜ୍ୟ ରେ ପେଟ୍ରୋଲ ପରେ ଡିଜେଲର ଦାମ ମଧ୍ୟ ୧୦୦ ଟଙ୍କା ଟପିଛି। ଗତ ମାସ ପ୍ରଥମ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା ତେଲ ଲିଟର ପିଛା ୭ ଟଙ୍କା ବଢିଲାଣି, ଲଗାତାର ତେଲ ଦର ବୃଦ୍ଧି ଜନ ସାଧାରଣ ଙ୍କୁ ଅସ୍ତ ବ୍ୟସ୍ତ କରିପକାଇଛି।


୫) ଟିକା କରଣ ରେ ରେକର୍ଡ: ଆଜି ରାଜ୍ୟରେ ଗୋଟିଏ ଦିନରେ ୩,୩୨,୭୧୭ ଜଣ ଙ୍କୁ ଟିକା ଦିଆ ଯାଇଛି ଯାହା ପୂର୍ବର ସମସ୍ତ ରେକର୍ଡ଼କୁ ଟୋପିଯାଇଛି।ଏବେ ପର୍ଯ୍ୟନ୍ତ ରାଜ୍ୟରେ ୧କୋଟି୧ଲକ୍ଷ୍ୟ୨୯ହଜାର୧୦୫ ଟିକା ଦିଆ ସରିଲାଣି।



ନାଗପୁର ଦଙ୍ଗା ପାଇଁ ଛାବା ଫିଲ୍ମ କୁ ଦାୟୀ କଲେ ମୌଲାନା

 ଭୁବନେଶ୍ୱର :- ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଠାରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ମୁଖ୍ୟ ରୂପରେ ବୋଲିଉଡ଼ ଫିଲ୍ମ "ଛାବା" ହିଁ ଦାୟୀ...