ରୋମ:-ଆଜିଠାରୁ ଆରମ୍ଭ ବହୁ ପ୍ରତୀକ୍ଷିତ ଫୁଟବଲ୍ ମହାକୁମ୍ଭ ୟୁରୋ-୨୦୨୦,ଯାହା ୨୦୨୦ ମସିହା ରେ ହଵା ର ଥିଲା, ମାତ୍ର କୋଭିଡ଼ କାରଣରୁ ଏହି ପ୍ରତିଯୋଗିତା ଏ ବର୍ଷ ହେବାକୁ ଯାଉଛି । ଏହି ଫୁଟବଲ ପ୍ରତିଯୋଗିତାରେ ୟୁରୋପ ମହାଦେଶର ୨୪ ଟି ବଛା ବଛା ଦେଶ ଭାଗ ନେବାକୁ ଯାଉଛନ୍ତି ।
ଆଜି ରାତି ୧୨ ଟା ୧୫ ମିନିଟ ସମୟରେ ରୋମ ର ଷ୍ଟାଡ଼ିଓ ଅଲମ୍ପିକ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଉକ୍ତ ମ୍ୟାଚରେ ଇଟାଲୀ ଓ ତୁର୍କୀ ମୁହାଁ ମୁହିଁ ହେବାକୁ ଯାଉଛନ୍ତି ।Euro-2020 updates

Love to see euro-2021
ReplyDelete👍😀
ReplyDeleteItaly my favourite football team
ReplyDeleteItaly is my favourite team
ReplyDelete